Jump to content

ମାଗତା

ଉଇକିଅଭିଧାନ‌ରୁ

ମାଗତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ମୃଗଘାତୁ; ମାର୍ଗ)

[ସମ୍ପାଦନା]

ଯେ ମାଗେ; ଯାଚକ — Begging.

=== ବିଶେଷ୍ୟ - ଭିକ୍ଷୁକ —Beggar.

(ଉ—ନିତି ମଳୁକୁ ବେଦ ନାହିଁ, ନିତିମାଗତା (ନ୍ତା)କୁ ଦିଅନ୍ତା ନାହିଁ—ଢଗ) ===

ପ୍ରାଦେଶିକ - (ଗଞ୍ଜାମ) ବିପୁଲିଙ୍ଗ -

[ସମ୍ପାଦନା]

ଅପର୍ତ୍ତିଆଣି ବାଳକକୁ ଦିଆଯିବା ନାମ —A name given to a boy, who has not lost his immediate elder brother or sister before he was born.