ମାଗଧୀ
ଦେଖଣା
ମାଗଧୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—ସ୍ତ୍ରୀ (ମାଗଧ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ମଗଧ ଦେଶର ଭାଷା; ପାଲୀ ପ୍ରାକୃତ ଭାଷା —୧. The Pali language.
[ଦ୍ରଷ୍ଟବ୍ୟ —ଏ ଭାଷାରେ ବୌଦ୍ଧଗ୍ରନ୍ଥମାନ ଲେଖା ହୋଇଅଛି, ଏହା ୪ଟି ପ୍ରଧାନ ପ୍ରାକୃତ ଭାଷାର ଏକତମ]
- ୨. ମଗଧରାଜକନ୍ୟା —୨. A princess of the Magadhas.
- ୩. ମଗଧଦେଶୀୟା ଗଣିକା —୩. A prostitute hailing from Megadha country.
- ୪. ଛୋଟ ଅଳାଇଚ; ଗୁଜୁରାତି —୪. The small cardamum; Elettoria Cardamomum;
- ୫. ଯୁଥିକା; ଯୂଇଫୂଲ —୫. Jasminum Auriculatum.
- ୬. ପିପ୍ପଳୀ —୬. Long pepper (Apte).
- ୭. ଧଳା ଜୀରା —୭. White cumin (Apte).
୮: ଚିନି —୮. Refined sugar. (Apte).
- ୯. କ୍ଷତ୍ରିୟା ମାତା ଓ ବୈଶ୍ୟ ପିତାଙ୍କ ଔରସ କନ୍ୟା —୯. The daughter of a B&aline;i̱ṡya father and Kshatriya mother (Apte).
- ୧. ଜୂଆଣି —୧୦. Anise (Apte).
- ୧୧. ଶୋଣନଦୀ —A name of the Sone river (Apte).