ମାଗନ୍ତା
ଦେଖଣା
ମାଗନ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ମୃଗଘାତୁ; ମାର୍ଗ)
[ସମ୍ପାଦନା]ଯେ ମାଗେ; ଯାଚକ — Begging.
=== ବିଶେଷ୍ୟ - ଭିକ୍ଷୁକ —Beggar.
(ଉ—ନିତି ମଳୁକୁ ବେଦ ନାହିଁ, ନିତିମାଗତା (ନ୍ତା)କୁ ଦିଅନ୍ତା ନାହିଁ—ଢଗ) ===
ପ୍ରାଦେଶିକ - (ଗଞ୍ଜାମ) ବିପୁଲିଙ୍ଗ -
[ସମ୍ପାଦନା]ଅପର୍ତ୍ତିଆଣି ବାଳକକୁ ଦିଆଯିବା ନାମ —A name given to a boy, who has not lost his immediate elder brother or sister before he was born.