Jump to content

ମାଗିଖାଇଯିବା

ଉଇକିଅଭିଧାନ‌ରୁ

ମାଗିଖାଇଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦରିଦ୍ରତା ଓ ଗୃହହୀନତାର ଶେଷସୀମାରେ ଉପନୀତ ହୋଇ ପର ଘରୁ ପକ୍ୱାନ୍ନ ଭିକ୍ଷା କରି ପେଟ ପୋଷିବା —To be reduced to beggary; to be reduced to the extrems of poverty and homelessness; to beg one's morsel of cooked food of others.

(ଯଥା—ସେ ଆଗେ ବଡ଼ଲୋକ ଥିଲେ, ଏବେ ତାଙ୍କ ବିଭବ ଅସ୍ତ ହେବାରୁ ତାଙ୍କ ପିଲାଏ ମାଗିଖାଇ ଗଲେଣି)