ମାଗିଖିଆ
ଦେଖଣା
ମାଗିଖିଆ
ଉଚ୍ଚାରଣ
[ସମ୍ପାଦନା](ମାଗିଖାଈ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ମାଗିଖିଆ
|
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେ ଭିକ୍ଷାକରି ପେଟ ପୋଷେ — ୧. Living by begging.
- ୨. ଯେ ପର ଘରୁ ଭିକ୍ଷାଲବ୍ଧ ଅନ୍ନାଦି ଆଣି ଖାଏ — ୨. Subsisting on cooked food begged of others.
- ୩. (ଗାଳି) ଅତି ଗରିବ ୩. (Abuse)-Very poor.