Jump to content

ମାଗି ଖାଇବା

ଉଇକିଅଭିଧାନ‌ରୁ

ମାଗି ଖାଇବା

ଉଚ୍ଚାରଣ

[ସମ୍ପାଦନା]

(ଲାଗି ଖାଇବା—ବିପରୀତ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଭିକ୍ଷାନ୍ନଦ୍ୱାରା ଉଦର ପୂରଣ କରିବା — To live on food begged of others.

(ଉ—ଯେ ମାଗିଖାଏ, ସେ ଲାଗି ଖାଏ ନାହିଁ

[ଦ୍ରଷ୍ଟବ୍ୟ —ଯେ ଗରିବ ଓ ଯାହା ଘରେ ଧାନ ଚାଳ ଆଦି ନ ଥାଏ ସେ ଭିକ ମାଗିଆଣି ତାହା ରାନ୍ଧିକରି ଖାଏ, କିନ୍ତୁ ଯେ ଏପରି ଗରିବ ଯେ ସେ ଭିକ

ମାଗି ଆଣିଲେ ସୁଦ୍ଧା ଭିକ୍ଷାଲବ୍ଧ ତଣ୍ଡୂଳାଦିକୁ ରାନ୍ଧି ଖାଇବା ପାଇଁ ତାର ସ୍ଥାନ ବା ପାକପାତ୍ର ଆଦି ନ ଥାଏ ସେ ପର ଘରୁ ପକ୍ୱାନ୍ନ୍ 'ମାଗିଖାଏ' ଅତଏବ ସାଧାରଣ ଭିକ୍ଷୁକ ଅପେକ୍ଷା ମାଗିଖିଆର ଅବସ୍ଥା ଆହୁରି ହୀନ]