Jump to content

ମାଗି ପଠାଇବା

ଉଇକିଅଭିଧାନ‌ରୁ

ମାଗି ପଠାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମଗାଇପଠା (ଠେ)ଇବା, ମାଗିପଛିଆଇବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ପଦାର୍ଥକୁ ଦୂରବର୍ତ୍ତୀ ସ୍ଥାନରୁ ଅନ୍ୟ ବ୍ୟକ୍ତିଙ୍କଠାରୁ ମାଗି ଆଣିବାକକୁ ଲୋକ ପଠାଇବା —To send for a thing.

(ଉ—ବୋଳି ହେଜି ପାରିନାହୁଁ, ତୁହି, ବେଳେବେଳେ ମାଗି ପଛିଆଇ—ଭଞ୍ଜ. ବୈଦେହୀଶବିଳାସ)