ମାଗୁଣିଆଁ
(ମାଗୁଆ—ଅନ୍ୟରୂପ)
ମାଗନ୍ତା; ଯେ ମାଗେ; ପ୍ରାର୍ଥନାକାରୀ — Begging.
ମାଗୁଣି ନାମକ ପୁରୁଷର ଅନାଦରାର୍ଥକ ଡ଼ାକନାମ —Name for calling Māguni in familiarity.