Jump to content

ମାଗୁଣି ପଟ୍ଟନାୟକ

ଉଇକିଅଭିଧାନ‌ରୁ

ମାଗୁଣି ପଟ୍ଟନାୟକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

'ରାମଚନ୍ଦ୍ର ବିହାର' ନାମକ ଗ୍ରନ୍ଥର ରଚୟିତା (ତାରିଣୀ. ଉ. ସା. ଇତିହାସ) —Name of an Oriya poet; the author of Rāmachandra Bihāra.