Jump to content

ମାଗୁର ନିଶା

ଉଇକିଅଭିଧାନ‌ରୁ

ମାଗୁର ନିଶା

ଉଚ୍ଚାରଣ

[ସମ୍ପାଦନା]

ମାଗୁର ନିଶୁଆ, ମାଗୁରମୁଛା (ମୁଛିଆ)ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ପୁରୁଷର ମୁହଁରେ ମାଗୁରର ନିଶ ପରି ସାମାନ୍ୟ ଗୋଟି କେତେ କହରା ନିଶଥାଏ; ମାଖୁନା —A person who has got a few brown hairs only over his upper lip.

[ଉ—କୁଞ୍ଚକୁଞ୍ଚିଆ, ମାଗୁର ନିଶା, ହିଅରେ ନ ଥାଏ ବାଳ ଏ ତିନିଙ୍କି ପରତେ ନ ଯିବ, ଥିବାଯାଏ ତିନି କାଳ ଢ଼ଗ—ଲୋକମାନଙ୍କର ବିଶ୍ୱାସ ଯେ ମାଗୁରନିଶୁଆ ବ୍ୟକ୍ତିମାନେ ଅଣନିଶ୍ୱାସୀ ଅଟନ୍ତି]