Jump to content

ମାଗ୍ନି

ଉଇକିଅଭିଧାନ‌ରୁ

ମାଗ୍ନି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବି—(ଢୁଳ. ହିନ୍ଦୀ - ମଂଗନୀ)

[ସମ୍ପାଦନା]

(ଶୂଦ୍ରମାନଙ୍କର) ବିବାହ ପୂର୍ବରୁ କନ୍ୟା ଘରଠାରେ କରକର୍ତ୍ତାର ଓ କନ୍ୟାକର୍ତ୍ତାର ବିବାହ ପାଇଁ ମହାପ୍ରସାଦ ନିର୍ବନ୍ଧ ସ୍ୱୀକାର —The ceremony of formal betrothal amongst the Sudras (in Sambalpur) When the bridegroom elect's party goes to the bride elect's house and both parties makke solemen promise for the coming marriage.