ମାଘୀ ପୂର୍ଣ୍ଣିମା
ଦେଖଣା
ମାଘୀ ପୂର୍ଣ୍ଣିମା
ଉଚ୍ଚାରଣ
[ସମ୍ପାଦନା]ମାଘ ପୁନେଇଁ, ମାଘ ପୁନିଅଁ, ମାଘ ପୂର୍ଣ୍ଣମୀ, ମାଘ ପୂର୍ନ (ନ)ମୀଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅଗ୍ନ୍ୟିତ୍ସବ ପୂର୍ଣ୍ଣିମା; ମାଘ ମାସର ପୌର୍ଣ୍ଣମାସୀ; ଅଇଘରା ବା ଅଗିଜଳା ପୂର୍ଣ୍ଣମୀ — The full moon of the month of Māgha.
[ଦ୍ରଷ୍ଟବ୍ୟ —ଏ ଦିନ ରାତ୍ରିରେ ଗ୍ରାମମୁଣ୍ଡରେ କୁଟା ଆଦି ଜମା କରି ତହିଣରେ ନିଆଁ ଲଗାଇ ଓ ଅଗ୍ନି ଦେବଙ୍କୁ ପୂଜା କରି ଅଗ୍ନ୍ୟିତ୍ସବ କରାଯାଏ; ଅଇଘରା ଦେଖ]