Jump to content

ମାଘୀ ଲଇ

ଉଇକିଅଭିଧାନ‌ରୁ

ମାଘୀ ଲଇ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବୈଦ୍ୟିକକ)

[ସମ୍ପାଦନା]

ଲତା ବିଶେଷ —Name of a creeper.

[ଦ୍ରଷ୍ଟବ୍ୟ —ଏହାର ଡ଼ଙ୍କ ବଡ଼ ଓ ବହୂଦୂର ପର୍ଯ୍ୟନ୍ତ ପ୍ରତାନମାନ ବିସ୍ତାର କରେ ଏ ଲତାର ପତ୍ରର ପୃଷ୍ଠଭାଗ ଶୁକ୍ଳବର୍ଣ୍ଣ ମଖମଲ ପରି ଦେଖାଯାଏ ଏହି ପତ୍ରରେ ଜଡ଼ା ତେଲ ଲଗାଇ ଅଳ୍ପ ଉଷ୍ଣ କରି ବ୍ରଣ ଉପରେ ପକାଇଲେ ବ୍ରଣ ପାଚି ଫାଟି ଯାଏ ଏହି ପତ୍ରର ପ୍ରଲେପ ନାନାବିଧ ଚର୍ମରୋଗନାଶକ (ଦ୍ରବ୍ୟଗୁଣ. କଳ୍ପଦ୍ରୂମ)]