ମାଘ ସ୍ନାନ
ଦେଖଣା
ମାଘ ସ୍ନାନ
ଉଚ୍ଚାରଣ
[ସମ୍ପାଦନା]ମାଘ ସ୍ନାଆ (ହା)ନ, ମାଘ ସ୍ନାଆ (ହା)ନ ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମାଘ ମାସରେ ଶାସ୍ତ୍ର—ବିହିତ ପ୍ରାତଃସ୍ନାନ — ୧. Early morning bath prescribed by the Hindu Ṡstras during the lunar month of Māgha.
- ୨. ପ୍ରୟାଗଠାରେ ତ୍ରିବେଣୀରେ କରାଯିବା ସ୍ନାନ —୨. Auspicious bath at Allahbad taken in the month of Māgha.