Jump to content

ମାଘ ହବିଷ୍ୟ

ଉଇକିଅଭିଧାନ‌ରୁ

ମାଘ ହବିଷ୍ୟ

ଉଚ୍ଚାରଣ

[ସମ୍ପାଦନା]

[ମାଘ ହବିଷ୍ୟ (ଷ୍ୱ)—ଦେଶଜରୂପ)]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମାଘମାସବିହିତ ଏକଭକ୍ତ ଉପବାସ; (ଏଥିରେ ଦିନରେ ଥରେ ମାତ୍ର ଅରୁଆ ଓ ନିରାମିଷ ଭୋଜନ କରାଯାଏ) — Moderate, meatless and regulated meal prescribed for the month of Māgha.