ମାଙ୍କଡ଼ା ପଥର
ଦେଖଣା
ମାଙ୍କଡ଼ା ପଥର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଙ୍କଡ଼ା ପଥର
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସର୍କରା=ବନ୍ଧ୍ୟା)
[ସମ୍ପାଦନା]ଏକପ୍ରକାର ନାଲିଆ ଛିଦ୍ରବହୁଳ ପଥର —Laterite Stone.
[ଦ୍ରଷ୍ଟବ୍ୟ —ଏହା ନାଲି ଓ କଳା ମିଶା ଓ ଏହା ମଧ୍ୟରେ ବହୁ ଛିଦ୍ର ଥାଏ ଏହି ପଥରକୁ କାଟିବା ପରେ ଏହା ଟାଣ ହୁଏ ଓଡ଼ାଶାରେ ଓ ଗଡ଼ଜାତର ଅଧିକାଂଶ ପାହାଡ଼ରେ ଓ ଟାଙ୍ଗରା ଭୂମିରେ ଏହି ପଥର ମିଳେ
ଏହି ଜାତୀୟ ଆଉ ଏକପ୍ରକାର ପଥରକୁ ମୁଗେଇ ମାକଡ଼ା କହନ୍ତି ଏହା ମଧ୍ୟସ୍ଥ ଗୋଡ଼ି ବା କଙ୍କରମାନ ମୁଗ ଆକାର ବିଶିଷ୍ଟ ଏହା ମଧ୍ୟରେ କ୍ଷୁଦ୍ର କ୍ଷୁଦ୍ର ଛିଦ୍ର ଥାଏ ତେଣୁ ଏହା ସାଧାରଣ ମାକଡ଼ା ପଥର ଅପେକ୍ଷା; ଟାଣୁଆ]