Jump to content

ମାଙ୍ଗ

ଉଇକିଅଭିଧାନ‌ରୁ

ମାଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମାଗ)

[ସମ୍ପାଦନା]

ସୀମନ୍ତ; ସୁନ୍ଥା; ମୁଣ୍ଡର ଲମ୍ୱ ବାଳକୁ କପାଳର ଦୁଇ ପାଖକୁ କୁଣ୍ଡାଇବାରେ ଦେଖାଯାଏ ମସ୍ତକର ସମ୍ମୁଖସ୍ଥ ବିନ୍ୟସ୍ତ କେଶର ମଧ୍ୟରେଖା — The middle line which parts the front hair of the head by combing; the parting line of the front hair of the head.

[ଦ୍ରଷ୍ଟବ୍ୟ — ସ୍ତ୍ରୀଲୋକମାନେ ସଜ୍ଜିତ କେଶର ମଧ୍ୟରେଖାକୁ ମାଙ୍ଗ ଓ ଲଣ୍ଡ ମନୁଷ୍ୟଙ୍କ ମଧ୍ୟରେଖାକୁ ଟେରୀ (ବଙ୍ଗାଳୀ - ଟେଡ଼ୀ; ଟେରୀ) କହନ୍ତି]