ମାଙ୍ଗଟିକା
(ମାଙ୍ଗ ଫୁଲ, ମାଙ୍ଗ ମଣି—ଅନ୍ୟରୂପ)
(ସଂସ୍କୃତ - ନାମ ଲଲାଟିକା)—ସ୍ତ୍ରୀଲୋକମାନେ ମାଙ୍ଗରେ କପାଳ ଉପରେ ପିନ୍ଧିବା ଅଳଙ୍କାର ବିଶେଷ; ଲଲାଟିକା; ମଥାମଣି — An ornaments worn by females at the parting of the hair over the forehead.