Jump to content

ମାଙ୍ଗଲ୍ୟ

ଉଇକିଅଭିଧାନ‌ରୁ

ମାଙ୍ଗଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ,. (ମଙ୍ଗଲ+ସ୍ୱାର୍ଥେ .ଯ)

[ସମ୍ପାଦନା]
୧. ସଙ୍ଗଳ ସୁଚକ; ଶୁଭକର; କଲ୍ୟାଣକର —୧. Propitious; auspicious.
୨. ହିତକର —୨. Beneficial

ବିଶେଷ୍ୟ -

[ସମ୍ପାଦନା]
୧. କଲ୍ୟାଣ; ଶୁଭ; ମଙ୍ଗଳ —୧. Weal; welfare; bliss.
୨. ସୌଭାଗ୍ୟ —୨. Prosperity.