Jump to content

ମାଙ୍ଗଳିକ

ଉଇକିଅଭିଧାନ‌ରୁ

ମାଙ୍ଗଳିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମଙ୍ଗଳ+ଭାବାର୍ଥେ. ଇକ)

[ସମ୍ପାଦନା]
୧. ମାଙ୍ଗଲ୍ୟ; ମଙ୍ଗଳଜନକ; ଶୁଭକର —୧. Auspicious; propitious.
୨. ହିତକର —୨. Benrficial.
୩. ଶୁଭଫଳର ଲାଭ ଆଶାରେ ବା ପାରିବାରିକ ଉତ୍ସବରେ ପ୍ରାରମ୍ଭରେ ଅନୁଷ୍ଠିତ (କାର୍ଯ୍ୟ) —୩. (acts) Performed in connection with family celebrations or to secure weal; propitia tory.
୪. ସୌଭାଗ୍ୟବାନ୍ —୪. Fortunate. (Apte).

ବିଶେଷ୍ୟ -

[ସମ୍ପାଦନା]
୧. ଶୁଭ; ମଙ୍ଗଳ —୧. Weal; auspices; properity,.
୨. ମଙ୍ଗଳଚାର — ୨. Acts performed at the befinning to bring or invoke prosperity.

[ଦ୍ରଷ୍ଟବ୍ୟ —ଦୂବ, ବରକୋଳି ପତ୍ର, ନଡ଼ିଆ ଅକ୍ଷେତ, ଶୁକ୍ଳ ଧାନ୍ୟ, ଚନ୍ଦନ, ଫୁଲ, ଦର୍ପଣ, ପଇକା, ନବବସ୍ତ୍ର ଆଦିକୁ ମଙ୍ଗଳିକ ଦ୍ରବ୍ୟ କୁହାଯାଏ]

୪. ନାଟକର ଯେଉଁ ନଟ ମଙ୍ଗଳ ଗୀତ ପାଠକରେ (ହିନ୍ଦୀ - ଶ) —୪. The player who recits the invocatory song in a dramatic performance.