ମାଙ୍ଗଳିକ ଉତ୍ସବ
ବିବାହ, ବ୍ରତ, ଯଜ୍ଞ, ହୋମ ଆଦି ଶୁଭକର କାର୍ଯ୍ୟ —Ceremonial. ceremonial rite; festival.
ମାଙ୍ଗଳିକ କାର୍ଯ୍ୟ[କର୍ମ], ମାଙ୍ଗଳିକ ଅନୁଷ୍ଠାନ, ମାଙ୍ଗଲ୍ୟ ଉତ୍ସବ, ମାଙ୍ଗଲ୍ୟ, ଅନୁଷ୍ଠାନ, ମାଙ୍ଗଲ୍ୟ କାର୍ଯ୍ୟ(କର୍ମ)ଅନ୍ୟରୂପ