Jump to content

ମାଙ୍ଗଳିକ ଦ୍ରବ୍ୟ

ଉଇକିଅଭିଧାନ‌ରୁ

ମାଙ୍ଗଳିକ ଦ୍ରବ୍ୟ

ଉଚ୍ଚାରଣ

[ସମ୍ପାଦନା]

(ମାଙ୍ଗଲ୍ୟ ଦ୍ରବ୍ୟ—ଅନ୍ୟରୂପ)

ସଂ, ବିଶେଷ୍ୟ -

[ସମ୍ପାଦନା]

ମାଙ୍ଗଳିକ ଉତ୍ସବରେ ବ୍ୟବହୃତ ଦ୍ରବ୍ୟାଦି — Articles used in ceremonials which are intended to bring properity or blessing.

[ଦ୍ରଷ୍ଟବ୍ୟ — ପୂର୍ଣ୍ଣ କୁମ୍ଭସ୍ଥାପନ, କଦଳୀ ଗଛ, ରୋପଣ, ଦ୍ୱାରରେ ପତାକା ତୋର ଣାଦି ସ୍ଥାପନ, ଗଣପତି ପୂଜା, ସ୍ୱସ୍ତିବାଚନରେ ବ୍ୟବହୃତ ଦୂବ, ବରକୋଳି ପତ୍ର, ଅକ୍ଷତ, ଚନ୍ଦନ, ନାରୀକେଳ, ଦର୍ପଣ, ଉପବୀତ, ନବବସ୍ତ୍ର ଆଦିକୁ ମାଙ୍ଗଳିକ ଦ୍ରବ୍ୟ କୁହାଯାଏ]