ମାଙ୍ଗାନିଜ୍
ଦେଖଣା
ମାଙ୍ଗାନିଜ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଙ୍ଗାନିଜ୍
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଲୌହ ପରି ଖନିଜଦ୍ରବ୍ୟବିଶେଷ — Manganese.
[ଦ୍ରଷ୍ଟବ୍ୟ —ଏହା ଖନିଜ ଅଟେ ଏହାର ବର୍ଣ୍ଣ ପାଉଁଶିଆ କଳା ଏହା ଅତ୍ୟନ୍ତ ଶକ୍ତ ଅଟେ ଓ ସହଜରେ ତରଳେ ନାହିଁ; କିନ୍ତୁ ସହଜରେ ପାଉଁଶ ହୋଇଯାଏ ଏହାଲ ଇସ୍ପାତକୁ ଶକ୍ତ କରିବାରେ ଓ କାଚ ତିଆରି କରିବାରେ ବ୍ୟବହୃତ ହୁଏ]