Jump to content

ମାଙ୍ଗ ପକାଇବା

ଉଇକିଅଭିଧାନ‌ରୁ

ମାଙ୍ଗ ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମାଙ୍ଗ ପାଡ଼ି (ରି)ବା, ମାଙ୍ଗ ଭାଙ୍ଗିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମୁଣ୍ଡର କପାଳ ଉପରର କେଶକୁ ପାନିଆଦ୍ୱାରା ଦୁଇ ଫାଳ କରି କୁଣ୍ଡାଇ ସାଉଁଳି କରି ମହଣ ଆଦି ଦେଇ ସଜ୍ଜିତ କରିବା —To arrange the front hair of the head into plaits (by means of comb and wax).