Jump to content

ମାଙ୍ଗ ଭଙ୍ଗୀ

ଉଇକିଅଭିଧାନ‌ରୁ

ମାଙ୍ଗ ଭଙ୍ଗୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମାଙ୍ଗଭାଙ୍ଗ—ଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସୀମନ୍ତରଚନା; ସ୍ତ୍ରୀମାନଙ୍କ ମଥା ଉପରର ଲମ୍ୱ କେଶକୁ ଦ୍ୱିଭାଗ କରି ପାନିଆଦ୍ୱାରା ସାଉଁଳି କରାଯିବା ବିନ୍ୟାସ —The arrangement of the hair on the front of the head into plaits by means of combs and wax.

[ଉ—ହେମାଙ୍ଗୀର ମାଙ୍ଗଭାଙ୍ଗେ ମଥାମଣି ବିକିରଇ ଦିବ୍ୟ ପ୍ରଭା—ରାଧାନାଥ ଯଯାତି]