ମାଛି ମଣିବା
ଦେଖଣା
ମାଛି ମଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଛି ମଣିବା
|
ଦେଶଜ - କ୍ରି.
[ସମ୍ପାଦନା](କୌଣସି ବ୍ୟକ୍ତିକୁ)ଅତି ହେୟ ବୋଲି ବିଚାର କରିବା; ନ ଗଣିବା; ଖାତିର ନ କରିବା —To care a fig for a person; not to count one as a man,
[ଉ—ମନୁଷ୍ୟକୁ ଯେହୁ ମଣୁଥିଲା ମାଛି—ରାଧାନାଥ ଚିଲିକା]