ମାଛି ମରା ରାଇଟର୍
ଦେଖଣା
ମାଛି ମରା ରାଇଟର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାଛି ମରା ରାଇଟର୍
|
(ମାଛି ମରା କିରାଣି[ନି]—ଅନ୍ୟରୂପ)
ବୈଦେଶିକ - ବି (ବ୍ୟଙ୍ଗ) (ଓ ମାଛିମରା ଓ ଇଂ ରାଇଟର୍)
[ସମ୍ପାଦନା]- ୧. ଯେଉଁ ଲେଖକ ଅତି କ୍ଷୁଦ୍ର ଅକ୍ଷର ଲେଖିପାରେ —୧. A writer who can write very small letters.
- ୨. ଯେଉଁ ବ୍ୟକ୍ତିର ଲେଖା ଅତି କଦର୍ଯ୍ୟ ଓ ମସୀଲିପ୍ତ —
୨. A slovenly writer.
- ୩. ଯେଉଁ ଲେଖକ ନିଜର ବିବେକ ପ୍ରୟୋଗ ନ କରି କେବଳ ଅନ୍ୟର ଲେଖାକୁ ନକଲ କରିଥାଏ —୩. A senseless and slavish copyist.