Jump to content

ମାଛି ଲାଗିବାପରି ହେବା

ଉଇକିଅଭିଧାନ‌ରୁ

ମାଛି ଲାଗିବାପରି ହେବା

ଉଚ୍ଚାରଣ

[ସମ୍ପାଦନା]

ମାଛି ଲାଗିବା ଭଳି ହେବା ମାଛି ଲାଗିଲାମ(ମି)ତି ହେବଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଗୋରୁ ଗାଈଙ୍କ ଦେହରେ ମାଛି ଲାଗିଲେ ସେମାନେ ଯେଉଁ ପରି ଅସ୍ଥିର ହୁଅନ୍ତି ସେହିପରି, ଅସ୍ଥିର ହେବ — To be restless (like cattle pestered with gardflies).