ମାଛି ଲାଗିଲାପରି ହେବା
ଦେଖଣା
ମାଛି ଲାଗିଲାପରି ହେବା
ଉଚ୍ଚାରଣ
[ସମ୍ପାଦନା]ମାଛି ଲାଗିବା ଭଳି ହେବା ମାଛି ଲାଗିଲାମ(ମି)ତି ହେବା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ମାଛି ଲାଗିଲାପରି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଗୋରୁ ଗାଈଙ୍କ ଦେହରେ ମାଛି ଲାଗିଲେ ସେମାନେ ଯେଉଁ ପରି ଅସ୍ଥିର ହୁଅନ୍ତି ସେହିପରି ଅସ୍ଥିର ହେବ — To be restless (like cattle pestered with gardflies).