ମାଛୁଆ
ଦେଖଣା
ମାଛୁଆ
ଉଚ୍ଚାରଣ
[ସମ୍ପାଦନା](ମାଛୋଈ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ମାଛୁଆ
|
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]କେଉଟ; ମତ୍ସ୍ୟଜୀବୀ —Fishmonger; fisherman.
ବିଶେଷଣ -
[ସମ୍ପାଦନା]- ୧. ମାଛ ପରି ଗନ୍ଧ ବିଶିଷ୍ଟ ଆଇଁଷିଣିଆ ଗନ୍ଧ ବିଶିଷ୍ଟ —୧. Having a fishy smell
- ୨. ମତ୍ସ୍ୟପ୍ରିୟ —୨. Fond of fish.
- ୩. ମତ୍ସ୍ୟ— ଜୀବୀ —୩. Subsisting on fish.
(ଯଥା—ମାଛୁଆ କିମ୍ଭୀର)