Jump to content

ମାଛୁଆ ପତରିଆ

ଉଇକିଅଭିଧାନ‌ରୁ

ମାଛୁଆ ପତରିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ଗୃହସ୍ଥର ବିବାହ ଆଦି ଉତ୍ସବ ଉପଲକ୍ଷରେ ମାଛ ଓ କଦଳୀ ପତ୍ର ଯୋଗାଇବା ଛୋଟ ଜାତି (ଯଥା—ବାଉରି, କଣ୍ଡରା) —Low caste people who supply fish and plantain leaves on marriage and other feasts of a household.