ମାଛ ଆଖିଆ
ଦେଖଣା
ମାଛ ଆଖିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଛ ଆଖିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ତଳିପାରେ ଏକପ୍ରକାର ରୋଗ — ୧. A desease; circular sores appearing on the sole of the foot.
[ଦ୍ରଷ୍ଟବ୍ୟ — ଏଥିରେ ତଳିପାରେ ମାଛ ଆଖିପରି ଗୋଲ ଗୋଲ କ୍ଷତ ହୋଇଯାଏ ଓ ତାହା ଦରଜ ହେବାରୁ ମନୁଷ୍ୟ ଗୋଡ଼ ମାଡ଼ି କରି ଚାଲି ପାରେ ନାହିଁ]
[[]] ୨ ମାଛ ଆଖି ]] ୨ (ଦେଖ) - —୨. Māchha ākhi ୨(See)