ମାଛ କଣ୍ଟା
ଦେଖଣା
ମାଛ କଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଛ କଣ୍ଟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାଛ ମଧ୍ୟରେ ଥିବା ଅସ୍ଥି —୧, Fish bone.
- ୨. ଏକପ୍ରକାର ସରୁ ଧାନ — ୨. A kind of the paddy
- ୩. ମାଛର ଶାଖା ଯୁକ୍ତ କଣ୍ଟା ପରି ଏକପ୍ରକାର ସିଲାଇ —୩. A kind of sewing in the shape of fish bone.