ମାଛ ଡ଼ିମ୍ୱ
ଦେଖଣା
ମାଛ ଡ଼ିମ୍ୱ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଛ ଡ଼ିମ୍ୱ
|
ମାଛ ବିହନ, ମାଛ ମଞ୍ଜିଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାଛର ପେଟ ମଧ୍ୟରେ ଥିବା ଅଣ୍ଡାକାର ପଦାର୍ଥ — Fish-roe seed fish.
[ଦ୍ରଷ୍ଟବ୍ୟ —ମାଈ ମାଛମାନେ ଜଳସ୍ରୋତର ବିପରୀତରେ ଉଠିଲାବେଳେ ସ୍ୱରଜଃ ଜଳରେ ଆସ୍ତେ ଆସ୍ତେ ଛାଡ଼ନ୍ତି ସେହି ସମୟରେ ପୁଂମତ୍ସ୍ୟ ମଧ୍ୟ ବୀର୍ଯ୍ୟ ତ୍ୟାଗ କରେ ଏହି ଉଭୟ ମିଳିତ ହୋଇ ୮ ଘଣ୍ଟା ପରେ ଛୁଆରେ ପରିଣିତ ହୁଏ—ବଳଭଦ୍ର. ଗ୍ରନ୍ଥାବଳି ଅତଏବ ମାଈ ମାଛଙ୍କ ପେଟରେ ଯେଉଁ ଅଣ୍ଡାକାର ପଦାର୍ଥ ଦେଖାଯାଏ ତାହା କେବଳ ରଜଃ ଅଟେ ଓ ତହିଁରେ ଅଣ୍ଡିରା ମାଛର ବୀର୍ଯ୍ୟ ସଂଯୋଗ ନ ହେଲେ ତହିଁରୁ ଛୁଆ ଜାତ ହୋଇ ପାରେ ନାହିଁ]