Jump to content

ମାଛ ତରକାରି

ଉଇକିଅଭିଧାନ‌ରୁ

ମାଛ ତରକାରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମାଛ ତିଅଣ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମତ୍ସ୍ୟରେ ପ୍ରସ୍ତୁତ ବ୍ୟଞ୍ଜନ —Fish curry.

[ଦ୍ରଷ୍ଟବ୍ୟ —ଏହିପରି ମାଛ ଆମ୍ୱିଳ, ମାଛ ଠୁକଠୁକା, ମାଛ ଝୋଳ, ମାଛ ପଲଉ, ମାଛ ପୋଡ଼ା, ମାଛ ବେଶର, ମାଛ ଭଜା, ମାଛ କଡ଼, ମାଛ ମହୁର, ମାଛ ସନ୍ତୁଳା ଆଦି ହୁଏ]