ମାଛ ଭାତ
ଦେଖଣା
ମାଛ ଭାତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; ସଂସ୍କୃତ - ମତ୍ସ+ଭକ୍ତ)
[ସମ୍ପାଦନା]ଭାତ ଓ ତା ସଙ୍ଗେ ଖାଇବାକୁ ଦିଆଯିବା ମାଛ ତରକାରି ଓ ଭଜା ଆଦି —Food constining of cooked rice and fish.
[ଦ୍ରଷ୍ଟବ୍ୟ —କୁଟୁମ୍ୱରେ କେହି ମୃତ ହେଲେ ମୃତିକା— ଶୌଚର ଶେଷ ପର୍ଯ୍ୟନ୍ତ କୁଟୁମ୍ୱର ଲୋକେ ମାଛ ମାଂସ ଖାଆନ୍ତି ନାହିଁ ଅଶୌଚର ଶେଷ ହେବା ପର ଦିନ (ଦ୍ୱାଦଶ ଦିନ) କୁଟୁମ୍ୱ ମାନେ ମାଛ ଭାତ ଖାଆନ୍ତି]