Jump to content

ମାଛ ମାରିବା

ଉଇକିଅଭିଧାନ‌ରୁ

ମାଛ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଜଳାଶୟରୁ ଜାଲ ଆଦିଦ୍ୱାର ମାଛ ସଂଗ୍ରହ କରିବା —To catch fishes with nets etc.



ମାଛ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଜଳାଶୟାଦିରୁ ଜାଲ, କିଅ, ପୋଳୁହ, ବନିସୀ ଆଦିଦ୍ୱାରା ଖାଦ୍ୟାର୍ଥ ମାଛ ଧରିବା