ମାଛ ହାଟ
ଦେଖଣା
ମାଛ ହାଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ମତ୍ସ୍ୟହଟ୍ଟ)
[ସମ୍ପାଦନା]ଯେଉଁ ହାଟରେ ମାଛ ବିକ୍ରି ହୁଏ —Fish market.
[ଦ୍ରଷ୍ଟବ୍ୟ — ମାଛହାଟରେ ବିଶେଷ ଗୋଳମାଳ ଲାଗେ ଓ କେଉଟୁଣୀମାନେ ଅତ୍ୟନ୍ତ କଡ଼ା କଥା ବ୍ୟବହାର କରନ୍ତି ଏଥିପାଇଁ କୌଣସିଠାରେ ବିଶେଷ ଘୋଳମାଳ ବା କଳି କଜିଆ ହେଲେ'ସେଠାରେ ମାଛ ହାଟ ବସିଛି' ବୋଲି ଲୋକେ କହନ୍ତି]