ମାଜଣା
ଦେଖଣା
ମାଜଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାର୍ଜନା)
[ସମ୍ପାଦନା]ମାର୍ଜନା —୧. Polishing.
- ୨. ଦେହ ମାଜିବା; ସ୍ନାନ —୨. Scouring of the body at bath.
(ଉ—ପୁତ୍ରଙ୍କ ମାଜଣା କରାଇ, ଦଧି ଲବଣୀ ଅନ୍ନ ଦେଇ ଜଗନ୍ନାଥ. ଭାଗବତ)
- ୩. ଦେବତାଙ୍କ ଓ ରାଜାଙ୍କ ସ୍ନାନବିଧ — ୩. The ceremony of the bathing of idols and kings.
(ଉ—ନଥିଲା ମାଜଣା ବୋଲି ମୋତେ ଜଣା କବିସୂର୍ଯ୍ୟ. ସଙ୍ଗୀତ)
- ୪. ରାଜ୍ୟାଭିଷେକ —୪. Coronation.
- ୫. ସେଚନ — ୫. Sprinkling.
(ଉ—ପଲ୍ଲବେ ଘେନି ଜଳ କଣା, ମୁନିଏ କରନ୍ତି ମାଜଣା ଜଗନ୍ନାଥ. ଭାଗବତ)