ମାଜନାକରିବା
ଦେଖଣା
ମାଜନାକରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଜନାକରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପରିଷ୍କାର କରିବା —୧. To cleanse.
- ୨. ମାଜିବା —୨. To scour; to rub.
- ୩. ପାଲିସ୍ କରିବା — ୩. To polish.
- ୪. କ୍ଷମା ଦେବା —୪. To pardon; to excuse.