ମାଜୁଫଳ
ଦେଖଣା
ମାଜୁଫଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାଜୁଫଳ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଜ୍ଜଫଳ ବା ମାୟାଫଳ; ସଂସ୍କୃତ - ଅନ୍ୟନାମ କୀଠରେଖା; ତୁଳ ଫାରାସୀ - ମାଜ୍ଜୁ)
[ସମ୍ପାଦନା]- ୧. ପାଶ୍ଚାତ୍ୟ ଦେଶର ଓକ୍ ନାମକ ଗଛର ଗଣ୍ଡି ମଧ୍ୟରୁ ପୋକମାନେ ଗାଳିଥିବା ଏକପ୍ରକାର ଅଣ୍ଡାକାର କୋଷ — ୧. Gell nuts; oak gall.
[ଦ୍ରଷ୍ଟବ୍ୟ —ଏହା ଦେଖିବାକୁ ଗୁଆଫଳ ପରି, କିନ୍ତୁ ପ୍ରକୃତରେ ଏହା ଫଳ ନୁହେ ଏହା ପୋକଙ୍କ ମୁଖ୍ୟନିଃସୃତ ଅଠା ଏହା କେଶର କୃଷ୍ଣତା ସମ୍ପାଦକ ଓ ଶିଥିଳ ଅଙ୍ଗର ସଙ୍କୋଚ— କାରକ ଔଷଧରୂପେ ବ୍ୟବହୃତ ହୁଏ ଏହା କଷାୟ ତିକ୍ତ ରସ ଏଥୁରୁ ମଧ୍ୟ ଲେଖିବା କାଳି ପ୍ରସ୍ତୁତ ହୁଏ ଏଥିରୁ ଗାଲୋଟାନିକ୍ ଏସିଡ଼ (Gallotanic acid) ନାମକ ଅମ୍ଳରସ ରାସାୟନିକ ପ୍ରକ୍ରିୟାରେ ବାହାର କରାଯାଏ ଏହାର ବର୍ଣ୍ଣ ନେଳୀ; ମକ୍କାଫଳ ଦେଖ]
- ୨. ରିଠା (ଦେଖ) - —୨. Riṭhā (See)