ମାଜୁମ୍
ଦେଖଣା
ମାଜୁମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାଜୁମ୍
|
ବୈଦେଶିକ - ବିଶେଷ୍ୟ - (ଆରବୀ - ମାଜୁନ୍)
[ସମ୍ପାଦନା]ଗଞ୍ଜେଇ ଚୂନା ସଙ୍ଗେ ଚିନି ମିଶାଇ ତିଆରି କରାଯିବା ସାଦକ ମିଷ୍ଟାନ୍ନ — An intoxicating sweetment prepared from ganjā mixed with sugar.
[ଉ—ତହିଁ କାହାକୁ ଖୁଆଇ ମାଜୁମ, ଗୁଳ କା଼ଢ଼ନ୍ତେ ଯାଉଅଛି ଝାମ ବ୍ରଜନାଥ. ସମତରଙ୍ଗ]