Jump to content

ମାଟାପଲମ୍

ଉଇକିଅଭିଧାନ‌ରୁ

ମାଟାପଲମ୍

ଉଚ୍ଚାରଣ

[ସମ୍ପାଦନା]

(ମାଟିଆ ପଲମ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମାଡ଼ାପୋଲାମ୍)

[ସମ୍ପାଦନା]

ବିଦେଶୀ ବା ଦେଶୀ କଳ ବୁଣା ମୋଟା ଥାନ ଲୁଗା —Mada- pollam; long piece of coarse mill-made cloth.

[ଦ୍ରଷ୍ଟବ୍ୟ —ମାନ୍ଦ୍ରାଜର ମାଦ୍ରିପୋଲ୍ଲମ୍ ନାମକ ସ୍ଥାନରେ ଏ ଜାତୀୟ ଲୁଗା ପ୍ରଥମେ ପ୍ରସ୍ତୁତ ହେଉଥିବାରୁ ଏହି ନାମ]