ମାଟିଆ ମଙ୍ଗଳା
(ମାଟିଆ ମଙ୍ଗୁଳୀ—ସ୍ତ୍ରୀ)
ବିଷୟମାନ୍ ହେଲେ ମଧ୍ୟ ଯେଉଁ ବ୍ୟକ୍ତି ମୋଟା ଓ ମଇଳା ଲୁଗା ପିନ୍ଧେ, ମୋଟ ଖାଏ ଓ କୃପଣତା ଦେଖାଏ —Dressing oneself with coarse dirty clothes, eating coarse meal and showing niggardliness. though rich.