Jump to content

ମାଟିଗଣ୍ଠି

ଉଇକିଅଭିଧାନ‌ରୁ

ମାଟିଗଣ୍ଠି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ଘଡ଼ିବାଣ ବା ତୁମ୍ୱ ବାଣରେ ବାରୁଦ ଖୁନ୍ଦିବା ପୂର୍ବରୁ ଚିକିଟା ମାଟି ଖୁନ୍ଦାହୋଇ ଯେଉଁ ଟାଣୁଆ ପତ୍ତନ କରାଯାଏ —The hard layer of sticky clay below the gunpower of a Thumba or Ghaṟḍ̠ firework.