Jump to content

ମାଟିବିରାଡ଼ି ସାପ

ଉଇକିଅଭିଧାନ‌ରୁ

ମାଟିବିରାଡ଼ି ସାପ

ଉଚ୍ଚାରଣ

[ସମ୍ପାଦନା]

ମାଟିବିରାଡ଼ିଆ ସାପ, ମାଟିମାର୍ଜାର ସପ, ମାଟିମାର୍ଜାର ଫଣୀ ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାଟିଆ ଭଙ୍ଗର ନିର୍ବିଷ ସାପ —A kind of non-poisonous snake; Tropidonotus Stolatus

[ଉ—କୋମଳ କରି ଗାଇଲେ ପଦ୍ମାତୋଳା ଗୀତ, କରେ ମାଟି— ମାର୍ଜାର ଫଣୀ ଫଣା ଉନ୍ନତ ? ଦୀନକୃଷ୍ଣ ରସକଲ୍ଲୋଳ ]

[ଦ୍ରଷ୍ଟବ୍ୟ —ଏମାନଙ୍କର ବର୍ଣ୍ଣା ଈଷତ୍ ସାବଜା ଓ ମାଟିର ବର୍ଣ୍ଣ; ଦେହରେ ଈଷତ୍ କଳ ଦାଗ ଥାଏ; ପେଟତଳ ଧଳା ଏମାନେ ବେଙ୍ଗ, ମାଛ ପୋକ ପ୍ରଭୃତି ଖାଆନ୍ତି ଏମାନେ ଡିମ୍ୱ ପରିବର୍ତ୍ତରେ ଛୁଆ ଜନ୍ମ କରନ୍ତି—ଯୋଗେଶ୍ଚନ୍ଦ୍ର; ଏମାନେ ନିର୍ବିଷ]