ମାଟିରେ ମିଶିବା
ଦେଖଣା
ମାଟିରେ ମିଶିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଟିରେ ମିଶିବା
|
[ମାଟିରେ ମିଶା(ଶେ)ଇବା—ଣିଜନ୍ତିରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ମନୁଷ୍ୟ) ମୃତ ହେବା; ଦେହ ତ୍ୟାଗ କରିବା —୧. To die.
- ୨. (କୋଠା, ଘର ଆଦି) ଭାଙ୍ଗି ଯାଇ ଭୂମିସାତ୍ ହେବା — ୨. To fall down to the ground; to be razed to the ground.
- ୩. (କୌଣସି ବସ୍ତୁ ସଢ଼ି ପଚି ମୃତ୍ତିକାରେ ମିଶିଯିବା —୩. (any organic matter) To become turned into the soil.