ମାଟି ଉଠେଇବା
ଦେଖଣା
ମାଟି ଉଠେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଟି ଉଠେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଖାତ ଆଦିରୁ ମାଟି ବାହାର କରି ବାହାରକୁ ଆଣିବା —୧. To bring out earth from a pit.
- ୨. (ଲକ୍ଷଣାର୍ଥ) ଲୋକର ସର୍ବନାଶ ଘଟାଇବା —୨. (figurative) To bring about ruin of a person.
- ୩. (ମୁସଲମାନ୍ମାନଙ୍କ ମଧ୍ୟରେ ପ୍ରଚଳିତ) ପଶ୍ଚିମ ମୁଖ ହୋଇ ହାତରେ କିଛି ମୃତ୍ତିକା ଧରି ଶପଥ କରିବା —୩. (in the case of the Mahomedans) To take an oath by holding some earth and turning towards the west.