ମାଟି କରିବା
ଦେଖଣା
ମାଟି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଟି କରିବା
|
ଦେଶଜ - କ୍ରି. (ଲକ୍ଷଣାର୍ଥ)
[ସମ୍ପାଦନା]- ୧. କୌଣସି ଉତ୍କୃଷ୍ଟ ବସ୍ତୁକୁ ନଷ୍ଟ କରିବା —୧. (figurative) To spoil a good thing.
- ୨. ପରିଶ୍ରମକୁ ପଣ୍ଡ ବ ବୃଥା ବା ବ୍ୟର୍ଥ କରି ଦେବା —୨. To make one's labours or efforts abortive.
- ୩. କୌଣସି ବ୍ୟକ୍ତିକୁ ଅଳସୁଆ କରାଇବା —୩. To cause a person to become lazy.
- ୪. କୌଣସି ବସ୍ତୁକୁ ନିକମା ବା ରଦ୍ଦି କରି ଦେବା —୪. To render a good thing useless.