Jump to content

ମାଟି କାମୋଡ଼ିବା

ଉଇକିଅଭିଧାନ‌ରୁ

ମାଟି କାମୋଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ମାଟି କାମୁଡ଼ି ପଡ଼ିବା(ରହିବା)—ଅନ୍ୟରୂପ]

[ମାଟି କାମୁଡ଼ା(ଡ଼େ)ଇବା—ଣିଜନ୍ତି ରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବିଧା, ଚାପୁଡ଼ା ବା ବେତମାଡ଼ ଆଦି ପ୍ରହାରରେ ଜର୍ଜରିତ ହୋଇ ଭୂମିରେ ମୁହଁ ଲଗାଇ କିର ପଡ଼ିବା —୧. To lie with the face touching the ground as the result of hard blows.
୨. (ଲକ୍ଷଣାର୍ଥ) କୌଣସି ସ୍ଥାନକୁ ବା ଅଞ୍ଚଳକୁ ନ ଛାଡ଼ି ନାନ କଷ୍ଟ ଓ ଦୁଃଖ ଭୋଗ କରି ସୁଦ୍ଧା ସେହିଠାରେ ଦୃଢ଼ ବ୍ରତ କରି ରହିବା — ୨. (figurative) To stick to a place permanently or for a long time, in spite of various troubles for it.

(ଯଥା—ଗାଁଆଁର ସମସ୍ତେ ଏ ସ୍ଥାନ ଛାଡ଼ି ଚାଲିଗଲେ ସୁଦ୍ଧା ମୁ ଏଠାରେ ଦଶ ବର୍ଷ ହେଲା ମାଟି କାମୁଡ଼ି ପଡ଼ିଛି)

୩. ମୃତ ହେବା (ମୃତ ବ୍ୟକ୍ତିର ମୁହଁ ଭୂଇଁରେ ଲାଗି ଥିବାରୁ) —୩. To die.

(ଉ— ଆସିଥିଲେ ଦମ୍ଭେ ଓଷ୍ଠ କାମୋଡ଼ିଣ, ପଡ଼ିଲେ ମାଟି କାମୋଡ଼ି ରାଧାନାଥ. ପାର୍ବତୀ)